ଓଡିଆନ୍ ନ୍ୟୁଜ

173

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଫ୍ରାନ୍ସକୁ ୨-୧ ଗୋଲରେ ପରାସ୍ତ କଲା ନ୍ୟୁଜିଲାଣ୍ଡ

Team Odian News |

ଭୁବନେଶ୍ୱର:୨୯ /୧୧(ଓଡ଼ିଆନ ନ୍ୟୁଜ ): କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁଲ-ଏ’ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡ ଗୁରୁବାର ବିଜୟୀ ହୋଇଛି। ହକି ବିଶ୍ୱକପର ୧୪ତମ ସଂସ୍କରଣର ୪ର୍ଥ ମ୍ୟାଚରେ ଫ୍ରାନ୍ସ ୨-୧ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି।